ହାର୍ଟଆଟାକ୍ - ଲକ୍ଷଣରୁ ଜାଣନ୍ତୁ | Heart attack - Symptoms & Causes in Odia | Dr JK Padhi
Published at : October 02, 2021
#WorldHeartDay #HealthyHeart #DoctorAdvice
ବିଶ୍ଵ ହୃଦୟ ଦିବସ (ୱାର୍ଲ୍ଡ ହାର୍ଟ ଡେ')। ସୁସ୍ଥ ଜୀବନଶୈଳୀ, ସୁସ୍ଥ ହୃଦୟ ସହ ଏକ ସୁସ୍ଥ ସମାଜ ଗଠନ ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ଵ ହୃଦୟ ଦିବସ ଭାବେ ପାଳନ କରାଯାଏ।
ହୃଦ୍ରୋଗକୁ ପୂର୍ବରୁ ଜାଣିପାରିଲେ ତା’ର ନିରାକରଣ କରିବା ସହଜ ହୋଇଥାଏ। ତେବେ ହୃଦ୍ରୋଗକୁ ଚିହ୍ନିବେ କିପରି? ଆସନ୍ତୁ ବିଶିଷ୍ଟ ହୃଦ୍ରୋଗ ବିଶେଷଜ୍ଞ ଡାକ୍ତର ଜେକେ ପାଢ଼ିଙ୍କ ପରାମର୍ଶ ଜାଣିବା।
World Heart Day is observed each year on 29th September to raise awareness to build a healthy society with a healthy lifestyle and a healthy heart.
The heart is the main part of our body. The heart pumps blood to every part of the body. If for some reason there is a problem with the heart, there is a risk of a heart attack. So, What Are the Symptoms of Heart Attack? How to prevent this? Let us find out more from Dr JK Padhi, a Cardiologist.
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ (https://www.youtube.com/swasthyaplus) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!

Swasthya PlusHealthFitness